ପଳାସୁଣିରେ ଇଞ୍ଜିନିୟର ମୃତ୍ୟୁ ଘଟଣା: ଧରାପଡ଼ିଲା ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ରଞ୍ଜନ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପଳାସୁଣି ଛକରେ ସୋମବାର ସକାଳୁ ଟ୍ରକ୍‌ ଧକ୍କାରେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ ଗିରଫ ହୋଇଛି ଚାଳକ ସୌଭାଗ୍ୟ ରଞ୍ଜନ ପାତ୍ର। ତାଙ୍କର ଅସାବଧାନ ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ଇଂଜିନିୟରଙ୍କ ଗାଡ଼ି ଦୁଇଟି ଟ୍ରକ ମଧ୍ୟରେ ଚାପି ହୋଇ ଯାଇଥିଲା। ଗିରଫଦାରି ପରେ ଟ୍ରକ ଚାଳକ କହିଛନ୍ତି ଯେ, ସାମ୍ନାରେ ଯାଉଥିବା ଡମ୍ପରକୁ ଦେଖିକି ଗାଡ଼ି ଚଳାଉଥିଲି। … Continue reading ପଳାସୁଣିରେ ଇଞ୍ଜିନିୟର ମୃତ୍ୟୁ ଘଟଣା: ଧରାପଡ଼ିଲା ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ରଞ୍ଜନ